ଭୁବନେଶ୍ଵରରେ ବି କୋହଳ ହେଲା #lockdown: ଜାଣନ୍ତୁ କେଉଁ ଦୋକାନସବୁ ଖୋଲା ରହିବ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଗତ ଦୁଇ ସପ୍ତାହ ହେଲା ଭୁବନେଶ୍ଵର ମହାନଗର ଅଞ୍ଚଳରେ କୌଣସି ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରା ନଯିବା ପ୍ରଶାସନ ଓ ରାଜଧାନୀବାସୀଙ୍କ ପାଇଁ ସାମାନ୍ୟ ଆଶ୍ଵାସନା ଆଣିଛି। ଏହାକୁ ଆଖିରେ ରଖି ଭୁବନେଶ୍ଵର ମହାନଗର ନିଗମ … Read More