୪୧୧କୋଟି ବ୍ୟାଙ୍କ ଋଣ ଠକେଇ; ୪ବର୍ଷ ପରେ ଅଭିଯୋଗ କଲା ଏସ୍‍ବିଆଇ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‌):  ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ପ୍ରାୟ ୪୧୧କୋଟି ଟଙ୍କା ଠକି ନେଇଥିବା ରାମଦେବ ଇଣ୍ଟରନ୍ୟାସନାଲ ନାମକ ଏକ କମ୍ପାନୀର ତିନି ମାଲିକଙ୍କ ବିରୋଧରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ମାମଲା ରୁଜୁ କରିଛି । ତେବେ କମ୍ପାନୀ ମାଲିକମାନେ … Read More