ବିଶ୍ୱ ନେତୃତ୍ୱ ପାଇଁ ମୁଣ୍ଡବିନ୍ଧା ପାଲଟିଛି କିମଙ୍କ ଲିମୋଜିନ କାର
ଉତ୍ତରକୋରିଆର ମୁଖ୍ୟ କିମ ଜୋଙ୍ଗ ଉନଙ୍କୁ ନେଇ ଚର୍ଚ୍ଚା ସବୁବେଳେ ରହିଆସିଛି। ଏହି ରାଷ୍ଟ୍ରମୁଖ୍ୟଙ୍କ ନେତୃତ୍ୱ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା ବେଳେ ତାଙ୍କ ଜୀବନଶୈଳୀ ଠାରୁ ଆରମ୍ଭ କରି ଏହି ଦେଶର ବିକାଶ ଓ ସାମାଜିକ ବ୍ୟବସ୍ଥା ରହସ୍ୟମୟ ରହିଛି। … Read More