ଖରାବେଳେ ହେବ ବଜ୍ରପାତ! ୬ ଜିଲ୍ଲାରେ ଆଶଙ୍କା
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ରାଜ୍ୟର ୬ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି। ତାହା ପୁଣି ଖରାବେଳେ। ଅର୍ଥାତ୍ ଦିନ ସାଢ଼େ ଗୋଟାଏ ସୁଦ୍ଧା ଏହି ଛଅ ଜିଲ୍ଲାରେ ବଜ୍ରପାତ ହୋଇପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି। ଆକାଶରେ ଥିବା ମେଘର … Read More