ଭାରତରେ ୮୭୧ ନୂଆ ପଜିଟିଭ୍, ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୬୫୭୭; ନଜର ପକାନ୍ତୁ କେଉଁ ରାଜ୍ୟରେ କେତେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଗତ ୨୪ ଘଣ୍ଟା ଭିତରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟାରେ ଆହୁରି ୮୭୧ଜଣଙ୍କ ନାଁ ସାମିଲ୍ ହୋଇଛି। ସେମାନେ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ପଦ୍ଧତ୍ତିରେ ପରୀକ୍ଷା ହୋଇ କରୋନା ପଜିଟିଭ୍ ବୋଲି ସୂଚିତ ହୋଇଛନ୍ତି। ଏହି ସଂଖ୍ୟା … Read More