ପ୍ରବାସୀ ଓଡ଼ିଆଙ୍କୁ ଟ୍ରେନରେ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର
ଭୁବନେଶ୍ଵର, (ଓଡ଼ିଶା ଟାଇମ୍) : ବିଭିନ୍ନ ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କୁ ବସରେ ନଆଣି ଟ୍ରେନରେ ଆଣିବାକୁ ସିଟିଜେନ୍ସ ଫୋରମ, ଓଡ଼ିଶା ପକ୍ଷରୁ ଦାବି କରାଯାଇଛି। ଫୋରମ୍ ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ର ଏବଂ ଆବାହକ ପ୍ରଦୀପ୍ତ ନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନ … Read More