ଶ୍ରମିକଙ୍କୁ ଘରକୁ ଯିବାକୁ ଦିଆଯାଉ, ନହେଲେ ପୁଣି ଅଭାବନୀୟ ସ୍ଥିତି
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କାମ ଧନ୍ଦା ପାଇଁ ବିଭିନ୍ନ ରାଜ୍ୟକୁ ଯାଇଥିବା ଶ୍ରମିକମାନେ ଏବେ ଅତ୍ୟନ୍ତ ହତାଶା ପରିସ୍ଥିତିରେ ଗତି କରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷିତ ୨୧ ଦନିନିଆ ଲକ୍ଡାଉନ୍ ସମୟ ଏପ୍ରିଲ୍ ୧୪ ତାରିଖ ପରେ ଆହୁରି ବଢ଼ିବା … Read More