ସିନ୍ଧି ନେତାଙ୍କ ବୟାନ- ପାକିସ୍ତାନୀ ଜେନେରାଲମାନେ କାବୁଲରୁ କାଶ୍ମୀର ପର୍ଯ୍ୟନ୍ତ ଧାର୍ମିକ ଆତଙ୍କବାଦ ବିସ୍ତାର କରି ବିରୋଧୀଙ୍କୁ ହତ୍ୟା କରୁଛନ୍ତି

ପାକିସ୍ତାନର ସିନ୍ଧ ପ୍ରଦେଶର ନେତା ଶଫି ବାରଫାତ୍‌ ସେଠାରେ ଥିବା ସେନା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଶଫିଙ୍କ କହିବାନୁସାରେ, ପାକିସ୍ତାନୀ ଆର୍ମି ଜେନେରାଲ କାବୁଲରୁ କାଶ୍ମୀର ପର୍ଯ୍ୟନ୍ତ ଧାର୍ମିକ ଯୁଦ୍ଧ ଏବଂ ଆତଙ୍କବାଦ ଚଳାଇଛନ୍ତି । ସେ କହିଛନ୍ତି … Read More