ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ କୃଷ୍ଣଚନ୍ଦ୍ର ପଣ୍ଡା
ଭୁବନେଶ୍ଵର, (ଓଟି): ପୁରୀ ବିଧାନସଭା ଆସନରୁ ପୂର୍ବତନ ବିଜେପି ପ୍ରାର୍ଥୀ ତଥା ଟିକେଟ୍ ନପାଇବାରୁ ଅସନ୍ତୁଷ୍ଟ ଥିବା କୃଷ୍ଣଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ସାମିଲ୍ ହୋଇଛନ୍ତି। ନବୀନ ନିବାସଠାରେ ପୁରୀ ସାଂସଦ ତଥା ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଉପସ୍ଥିତିରେ କୃଷ୍ଣଚନ୍ଦ୍ର … Read More