ଗୀତା ମାହାତ୍ମ୍ୟ-୨୬: କର୍ମ-ଅପକର୍ମ; ଭୟ-ଅଭୟର ଉତ୍ପତ୍ତି

ସପ୍ରେମ ମୋତେ ଅର୍ପଣ କରାଯାଉଥିôବା ପତ୍ର, ଫଳ, ପୁଷ୍ପ, ଜଳ ଆଦି ପ୍ରତ୍ୟକ ଦ୍ରବ୍ୟକୁ ଛୋଟ ବଡ଼ର ବିଚାର ନକରି ମୁଁ ପ୍ରୀତିର ସହିତ ଗ୍ରହଣ କରିଥାଏ ଓ ଯେଉଁଁ ଭକ୍ତମାନେ ମୋତେ ସମସ୍ତ କର୍ମ ଅର୍ପଣ କରନ୍ତି, ସେମାନେ କର୍ମ … Read More

ଗୀତା ମାହାତ୍ମ୍ୟ-୧୯: ଜ୍ଞାନ ବିଜ୍ଞାନ ଯୋଗ: ମୁଁ ସମସ୍ତ ଜଗତର ଉତ୍ପତି ଓ ପ୍ରଳୟର କାରଣ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ବିଷାଦଗ୍ରସ୍ତ ହୋଇଥିବା ଅର୍ଜୁନଙ୍କ ସଂଶୟ ଦୂର ପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଆତ୍ମସଂଯୋଗ ଯୋଗ ସମ୍ପର୍କରେ ବିସ୍ତୃତଭାବେ ବୁଝାଇଥିଲେ ବି ଅର୍ଜୁନଙ୍କ ସଂଶୟ ଓ ବିଷାଦ ଦୂର ନହେବାରୁ ଜ୍ଞାନ ବିଜ୍ଞାନଯୋଗ ସମ୍ପର୍କରେ କହିଛନ୍ତି । ଜ୍ଞାନବିଜ୍ଞାନଯୋଗ ସମ୍ପର୍କରେ … Read More

ଗୀତା ମାହାତ୍ମ୍ୟ-୧୫: ବିଷୟ ସୁଖରେ ଅନାସକ୍ତ ହେଉଛି ଅକ୍ଷୟ ଆନନ୍ଦପ୍ରାପ୍ତ ର ମାର୍ଗ

ଈଶ୍ୱର କାହାରି କର୍ମ ନିର୍ଦ୍ଧାରଣ କରନ୍ତି ନାହିଁ ବା କର୍ମଫଳ ପ୍ରଦାନ କରନ୍ତି ନାହିଁ । ମନୁଷ୍ୟ ନିଜ ସ୍ୱଭାବ ଓ ପ୍ରକୃତି ଅନୁସାରେ କର୍ମ କରେ ଓ ନିଜ କର୍ମର ଫଳ ମଧ୍ୟ ଭୋଗ କରେ ବୋଲି କୁରୁକ୍ଷେତ୍ର ଯୁଦ୍ଧଭୂମିରେ … Read More

ଗୀତା ମାହାତ୍ମ୍ୟ-୭: ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ କର୍ମଯୋଗ ଉପଦେଶ

ମନୁଷ୍ୟ ଇନ୍ଦ୍ରିୟ କବଳରୁ ମୁକ୍ତ ହୋଇ ଆସକ୍ତି, କାମନା, ଲୋଭ, ମୋହ, ଅହଙ୍କକାରଠାରୁ ଦୂରରେ ରହି ଜ୍ଞାନ ଆହରଣ କରି କର୍ମ କରିପାରିଲେ ବ୍ରହ୍ମାନନ୍ଦ ଲାଭ କରିବା ସହ ଇଶ୍ୱର ପ୍ରାପ୍ତି ସମ୍ଭବ ହୋଇଥାଏ ବୋଲି ଭଗବାନ ଅର୍ଜୁନଙ୍କୁ ବୁଝାଇବା ପରେ … Read More