ପୂର୍ବତନ କୋଲକତା ପୁଲିସ ମୁଖ୍ୟଙ୍କ ଉପରୁ ଗିରଫ ରହିତାଦେଶ ଉଠାଇଲେ ସୁପ୍ରିମ୍କୋର୍ଟ
ବହୁ ଚର୍ଚିତ ଶାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା କୋଲକତା ପୁଲିସ ମୁଖ୍ୟଙ୍କ ଉପରେ ଥିବା ଆଭ୍ୟନ୍ତରୀଣ ଗିରଫ ରହିତାଦେଶକୁ ଉଠାଇ ଦେଇଛନ୍ତି ସୁପ୍ରିମ୍କୋର୍ଟ। ୭ ଦିନ ଭିତରେ ଉଦ୍ଦିଷ୍ଟ ମଞ୍ଚରେ ନିଜର ଆଭିମୁଖ୍ୟ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି। … Read More