#Lockdown: କେରଳରେ ଖୋଲିବ ରେଷ୍ଟୁରାଣ୍ଟ, ଯୁଗ୍ମ-ଅଯୁଗ୍ମ ଭିତ୍ତିରେ ଚାଲିକ କାର୍
ଭୁବନେଶ୍ଵର, (ଓଡ଼ିଶଶ ଟାଇମ୍): କେରଳରେ ସ୍ଥିତି ସ୍ଵଭାବିକ ହେବାକୁ ଯାଉଛି। କରୋନା ବୃଦ୍ଧି ସଂଖ୍ୟା ଗଲା ଦୁଇ ସପ୍ତାହ ହେଲା ୧ ଅଙ୍କରେ ସୀମିତ ରହିଛି। କଡ଼ା ଲକ୍ଡାଉନ୍ ପଦକ୍ଷେପ ଯୋଗୁ ସଫଳତା ପାଇଥିବା କେରଳ ଏବେ ନିଜର ଜୀବନଯାତ୍ରାକୁ ସ୍ଵଭାବିକ … Read More