କେନ୍ଦ୍ରାପଡ଼ାର ଦୁଇ କରୋନା ସଂକ୍ରମିତଙ୍କ ଦ୍ୱାରା କେହି ସଂକ୍ରମିତ ହୋଇନାହାନ୍ତି
କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା) :କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ କରୋନା ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇନଥିବା ଜଣା ପଡ଼ିଛି । ପ୍ରଥମେ ଆଳି ଅଂଚଳରୁ ଜଣେ ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ … Read More