ଅଭିନୟ ଦୁନିଆକୁ ଫେରିବେ କରିସ୍ମା
କରିସ୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଖୁବ୍ ଶୀଘ୍ର ପୁଣିଥରେ ଅଭିନୟ ଦୁନିଆରେ କରିସ୍ମାଙ୍କ କରିସ୍ମା ଦେଖିବାକୁ ମିଳିବ। କରିସ୍ମା ତାଙ୍କର ଆଗାମୀ ପୋଜେକ୍ଟ ପାଇଁ ଡିଜିଟାଲ୍ ପ୍ଲାଟଫର୍ମକୁ ବାଛି ନେଇଛନ୍ତି। ଏକତା କପୁରଙ୍କ ପ୍ରଡକସନ୍ ହାଉସ୍ ପକ୍ଷରୁ ପ୍ରସ୍ତୁତ … Read More