ଜୟଲଳିତାଙ୍କ ଭୂମିକା ପାଇଁ ଫିଟ୍ ନୁହନ୍ତି କଙ୍ଗନା: ଶ୍ରୀ ରେଡି
ସତେ ଯେମିତି କଙ୍ଗନା ରଣାୱତଙ୍କ ପିଛା ଛାଡ଼ୁନି ବିବାଦ । ସବୁ ସମୟରେ କିଛି ନା କିଛି ବିବାଦ କଙ୍ଗନାଙ୍କୁ ଘେରି ରହୁୁଛି। ନିକଟ ଅତୀତରେ ଅନେକ ବାଦବିବାଦ ପରେ ‘ମଣିକର୍ଣ୍ଣିକା’ ମୁୁକ୍ତିଲାଭ କର ବକ୍ସ ଅଫିସରେ ସଫଳ ହୋଇଥିଲା । … Read More