ରାମ ମନ୍ଦିର ପ୍ରସଙ୍ଗରେ ଦ୍ୱନ୍ଦ୍ୱ କଂଗ୍ରେସକୁ ବହୁତ କ୍ଷତି କରିବ
ହିନ୍ଦୁମାନେ ଭୋଟ୍ ଦେବେ ନାହିଁ-ମୁସଲମାନ ଭୋଟ୍ବ୍ୟାଙ୍କ ଭାଙ୍ଗିଯିବ-ମେଣ୍ଟର ସାଥୀମାନେ ସାଙ୍ଗରେ ରହିବେ ନାହିଁ- କଂଗ୍ରେସର କଫିନ୍ରେ ରାମ ମନ୍ଦିର ହେଉଛି ଶେଷ କଣ୍ଟା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ଜନ୍ମଭୂମି ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଭୁମିପୂଜନ କାର୍ଯ୍ୟକ୍ରମ … Read More