‘କାଳିଆ’ ଓ ‘ରୟୁତୁ ବନ୍ଧୁ’ ଯୋଜନା : ବୁଡ଼ିବାକୁ ଯାଉଛି ଦୁଇ ରାଜ୍ୟର ଅର୍ଥବ୍ୟବସ୍ଥା
ଓଡ଼ିଶାର ‘କାଳିଆ’ ତେଲଙ୍ଗାନାର ରୟୁତୁ ବନ୍ଧୁ ଯୋଜନାର କାର୍ବନ କପି। ଉଭୟ ଯୋଜନାର ହେତୁ ହେଲା ଚାଷୀଙ୍କ ଭୋଟ ହାତେଇବା। ଗତବର୍ଷ ଅପ୍ରେଲରେ ତେଲଙ୍ଗାନା ଏହି ଯୋଜନା କରିଥିଲା। ନବୀନ ସରକାର କଲେ ବର୍ଷ ଶେଷରେ। ଏହି ଦୁଇ ରାଜ୍ୟର ଶାସକ … Read More