‘କଳଙ୍କ’ର ଟିଜର୍କୁ ନେଇ ସୋସିଆଲ୍ ମିଡିଆରେ ବଢିଚାଲିଛି ମଜାଦାର ମିମ୍ସ୍
୧୨ ମାର୍ଚ୍ଚରେ ମଲଟିଷ୍ଟାରର୍ ‘କଳଙ୍କ’ର ଟିଜର୍ ରିଲିଜ୍ ହୋଇଥିଲା । ଏଥିରେ ଥିବା ଦମ୍ଦାର୍ ଡାଇଲଗ୍ ସିନେପ୍ରେମୀଙ୍କ ହୃଦୟ କିଣିନେଇଥିବାବେଳେ ସୋସିଆଲ୍ ମିଡିଆର କେତେଜଣ ୟୁଜର୍ସ ଏହାକୁ ନେଇ ବିଭିନ୍ନ ପ୍ରକାର ମିମ୍ସ୍ ପ୍ରସ୍ତୁତ କରି ସେୟାର୍ କରୁଛନ୍ତି । ସେହିସବୁ … Read More