କଂଗ୍ରେସ ଛାଡିଲେ କଳାହାଣ୍ଡିର ୩ ପୂର୍ବତନ ବିଧାୟକ
କଳାହାଣ୍ଡିର ତିନିଜଣ ବରିଷ୍ଠ ତଥା ପୂର୍ବତନ ବିଧାୟକ କଂଗ୍ରେସ ଛାଡିଛନ୍ତି। ଦଳ ଅଣଦେଖା କରିଥିବା ଅଭିଯୋଗ କରି ୩ଜଣ ବିଧାୟକ ପିସିସି ସଭାପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ସେମାନେ ହେଲେ ଜୁନାଗଡର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ନର୍ଲାର ପୂର୍ବତନ … Read More