ଓଲିଙ୍କ ପଦବୀ ବଞ୍ଚାଇବାରେ ଚୀନ୍ ବିଫଳ – ପ୍ରଚଣ୍ଡଙ୍କ ଟାର୍ଗେଟ୍
ନେପାଳର ଶାସକ ଦଳରେ ଚାଲିଥିବା ରାଜନୈତିକ ଅହଂକାରକୁ ଶାନ୍ତ କରିବାକୁ ଚୀନ୍ ବିଫଳ ହୋଇଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏବଂ ନେପାଳ କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକାରୀ ସଭାପତି ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ସହ ଚୀନ୍ ରାଷ୍ଟ୍ରଦୂତ … Read More