ପଳାତକ ନୀରବ ମୋଦୀଙ୍କ ସୁରକ୍ଷା ପାଇଁ କଂଗ୍ରେସ ନେତା ସାକ୍ଷୀ
ଅନେକ ବ୍ୟାଙ୍କ ଦୁର୍ନୀତି ପରେ ଭାରତରୁ ପଳାୟନ କରିଥିବା ପଳାତକ ନୀରବ ମୋଦୀଙ୍କ ମାମଲା ଏବେ ଲଣ୍ଡନରେ ଚାଲିଛି । ଗତକାଲି ଏହି ମାମଲାର ଶୁଣାଣି ଚାଲିଥିବାବେଳେ ଅଭୟ ଥିପ୍ସେ ନାମକ ଭାରତର ଜଣେ ପୂର୍ବତନ ବିଚାରପତି ତଥା କଂଗ୍ରେସ ନେତା … Read More