ବିଜେପିକୁ ଫେରିବାକୁ ଦିଲୀପ ରାୟଙ୍କୁ ଜୁଏଲ ଓରାମଙ୍କ ଅନୁରୋଧ

ଦିଲୀପ ବାବୁ ଭାରତୀୟ ଜନତା ପାର୍ଟିରେ ବିଧାୟକ ଥିଲେ। ମୁଁ ତାଙ୍କୁ ଅନୁରୋଧ କରୁଛି ସେ ଦଳକୁ ଫେରି ଆସନ୍ତୁ, କାମରେ ସହଯୋଗ କରନ୍ତୁ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ରାଉରକେଲାରେ ସାମ୍ବାଦିକ … Read More