କଂଗ୍ରେସ ହରଡ଼ଘଣାରେ : ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବାକୁ ମନାକଲେ

ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ପିପିଲିରୁ ଦଳୀୟ ପ୍ରାର୍ଥୀ ହୋଇଥିବା ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବା ପାଇଁ ଅନିଚ୍ଛା କଂଗ୍ରେସକୁ ଚିନ୍ତାରେ ପକାଇଛି। ଶ୍ରୀ ସାମନ୍ତରାୟ ଦଳୀୟ ନେତୃତ୍ୱଙ୍କୁ ଦାୟୀ କରି ନିର୍ବାଚନ ଲଢ଼ିବାକୁ ମନା କରିଛନ୍ତି। … Read More