ଜେଏନୟୁ ସଭାପତି ଆୟିଷି ଘୋଷଙ୍କ ଆହ୍ୱାନ –“ଆଶ୍ରୟ ପାଇଁ ଖୋଲା ରହିଛି ଜେଏନ୍ୟୁ ”
ଦେଶରେ ସାମାଜିକ ସଦ୍ଭାବ ରକ୍ଷା କରନ୍ତୁ, ରାଷ୍ଟ୍ର ପ୍ରାୟୋଜିତ ମୁସଲ୍ମାନ୍ ବିରୋଧୀ ହିଂସା ବିରୁଦ୍ଧରେ ଏକାଠି ହୁଅନ୍ତୁ !! ଜେଏନୟୁ ଛାତ୍ର ସଂଘର ସଭାପତି ଆୟିଷି ଘୋଷ ଏହିପରି ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ମୁସଲମାନ ସାଥୀମାନେ ଚାହିଁଲେ ଜେଏନୟୁ … Read More