ଅଞ୍ଜଳି ମୟୂରଭଞ୍ଜରୁ ଜେଏମ୍ଏମ୍ ଏମ୍ପି ପ୍ରାର୍ଥୀ
ଓଡ଼ିଶାର ଗୋଟିଏ ଲୋକସଭା ଆସନ ଓ ୫ଟି ବିଧାନସଭା ଆସନ ପାଇଁ ଜେଏମ୍ଏମ୍ ବୁଧବାର ପ୍ରାର୍ଥୀ ଘୋଷଣା କରିଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର କେନ୍ଦ୍ରୀ ଅଧ୍ୟକ୍ଷ ଶିବୁ ସୋରେନ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନରେ … Read More