ଲକ୍ଡାଉନ୍ରେ ‘ଜିଓ ଆସୋସିଏଟ୍’: ଜିଓ ଗ୍ରାହକ ଅନ୍ୟ ପାଇଁ ରିଚାର୍ଜକରି କମିଶନ ଅର୍ଜନ କରିପାରିବେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଦେଶ ସାରା ଲକ୍ଡାଉନ୍ ଚାଲିଥିବା ବେଳେ ରିଲାଏନ୍ସ ଜିଓ ଏହାର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ‘ଜିଓ ଆସୋସିଏଟ୍’ ନାମରେ ଏକ ସୁଯୋଗ ଆଣିଛି। ଏହି ସୁଯୋଗକୁ ଉପଯୋଗ କରି ଯେକୌଣସି ଜିଓ ଗ୍ରାହକ ଅନ୍ୟ … Read More