ଜିଓରେ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌ର ୬ ହଜାର୫୯୮ କୋଟି ଟଙ୍କା ନିବେଶ

ଭୁବନେଶ୍ୱର , (ଓଡ଼ିଶା ଟାଇମ୍‌): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମାନସପୁତ୍ର ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍  ବିଶ୍ୱର ପ୍ରମୁଖ ଅଭିବୃଦ୍ଧି ଇକ୍ୱିଟି ସଂସ୍ଥା ଜେନେରାଲ୍ ଆଟ୍‌ଲାଣ୍ଟିକ୍ ୬ ହଜାର୫୯୮ କୋଟି ଟଙ୍କା ନିବେଶ କରିବ। ଏନେଇ ଜିଓ ପକ୍ଷରୁ ଆବଶ୍ୟକ ଘୋଷଣା ହୋଇଛି।  … Read More

ଜାନୁୟାରୀରେ ଜିଓ ଯୋଡିଲା ଓଡ଼ିଶାରୁ ୨.୮ ଲକ୍ଷ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡିଶରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ଦଖଲ କରିଥିବା ରିଲାଏନ୍ସ ଜିଓ ରାଜ୍ୟରେ ମୋବାଇଲ୍ ବଜାରରେ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୂଦୃଢ କରି ଜାନୂୟାରୀ ମାସରେ ୨.୮ ଲକ୍ଷରୁ ଅଧିକ ଗ୍ରାହକ … Read More

ଜିଓ ନ୍ୟୁଜ: ୧୨ଟି ଭାଷାରେ ନ୍ୟୁଜ୍‍ କଣ୍ଟେଣ୍ଟ ପାଇଁ ଏକକ ମୋବାଇଲ୍‍ ଆପ୍‍

ଜିଓ ପକ୍ଷରୁ ଜିଓନ୍ୟୁଜ ନାମରେ ଏକ ନୂତନ ପରିବର୍ତନ ଅ ।ଣିବା ଭଳି ଡିଜିଟାଲ ଉତ୍ପାଦ ଉଭୟ ମୋବାଇଲ ଆପ୍ଲିକେସନ ସହିତ ୱେବ ଆଧାରିତ ସେବା ( www.jionews.com ) ରୂପରେ ଉନ୍ମୋଚନ କରାଯାଇଛି । ଏହି ଆପ ଗୁଗୁଲ ପ୍ଲେ … Read More