ମଇ ୨୭କୁ ଜେଇଇ ଆଡ୍ଭାନ୍ସଡ ଏକଜାମ ଘୁଞ୍ଚିଲା
ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମ (ଜେଇଇ) ଆଡ୍ଭାନ୍ସଡ୍ ୨୦୧୯ ପରୀକ୍ଷାକୁ ମେ’ ମାସ ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆଇଆଇଟି ଆଡମିଶନ୍ ଉଦ୍ଦିଷ୍ଟ ଏହି ପରୀକ୍ଷା ପୂର୍ବରୁ ମେ ମାସ ୧୯ ତାରିଖରେ ହେବାକୁ ଥିଲା। ବର୍ତ୍ତମାନ ତାରିଖ ପରିବର୍ତ୍ତନ ନେଇ jeeadv.ac.in … Read More