ବିଜେପିରେ ଜୟାପ୍ରଦା
ମଙ୍ଗଳବାର ବିଜେପିରେ ମିଶିଛନ୍ତି ପୂର୍ବତନ ସାଂସଦ ତଥା ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ଜୟାପ୍ରଦା। ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଜୟାପ୍ରଦା ବିଧିବଦ୍ଧଭାବେ ବିଜେପିରେ ମିଶିଛନ୍ତି। ଏହି ଅବସରରେ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହି ଲୋକପ୍ରିୟ ଅଭିନେତ୍ରୀ ଏନ୍ … Read More