ଉଠାଦୋକାନୀଙ୍କ ସମସ୍ୟା ନେଇ ବିଧାୟକ ନୀଲୁ ଷଡ଼ଙ୍ଗୀଙ୍କ ଉଦ୍‌ବେଗ

ଭୁବନେଶ୍ଵର, (ଓଟି): ପୁରୀ ଜିଲ୍ଲା ପ୍ରଶାସନର ଅଦୂରଦର୍ଶିତାର ନିଦର୍ଶନ ରଖିଛନ୍ତି ବିଧାୟକ ଜୟନ୍ତ ( ନୀଲୁ) ଷଡ଼ଙ୍ଗୀ। ବିଧାନସଭାରେ ଉଠାଦୋକାନୀଙ୍କ ସମସ୍ୟା ବିଷୟରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସମୟରେ ସେ ଏହା ସ୍ପଷ୍ଟ କରିଛନ୍ତି। ରଥଯାତ୍ରା ଉତ୍ସବ ଶେଷ ହେବାର … Read More