ସଂଗରୋଧ କେନ୍ଦ୍ରକୁ କାରାଗାରରେ ପରିଣତ କଲେ ଯୋଗୀ ଓ ହିମନ୍ତ

  ଉତ୍ତରପ୍ରଦେଶର ଯୋଗୀ ସରକାର ଏବଂ ଆସାମ ସରକାର ଯେଉଁଭଳି ଭାବରେ କରୋନା ବିରୋଧରେ ଦେଶର ଲଢ଼େଇକୁ ଦୁର୍ବଳ କରିଦେଇଥିବା ଇସ୍‌ଲାମିକ ଅନୁଷ୍ଠାନ ତବଲିଗି ଜମାତ୍‌ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି, ଅନ୍ୟ ରାଜ୍ୟ ସରକାର ଏପର୍ଯ୍ୟନ୍ତ ପଦକ୍ଷେପ ଗ୍ରହଣ କରିନାହାଁନ୍ତି। … Read More