ଯାଜପୁରରେ ପୁଣି ୪ କରୋନା ପଜିଟିଭ୍, ରାଜ୍ୟ ସଂଖ୍ୟା ୮୭
ଭୁବନେଶ୍ଵର, (ମାନସ ରଞ୍ଜନ ବିଶ୍ଵାଳ): ଓଡ଼ିଶାର ଯାଜପୁର, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦ୍ଵନ୍ଦ୍ଵିତା ମୂଳକ ବଢ଼ି ଚାଲିଛି। ଗୋଟିଏଦିନ ବାଲେଶ୍ଵର ରାଜ୍ୟ ପ୍ରଶାସନର ମୁଣ୍ଡବିନ୍ଧା କାରଣ ହୋଇଥିବା ବେଳେ ତା’ ପରଦିନ ଭଦ୍ରକ ଓ ପରଦିନ … Read More