କରୋନା କେତେ ଭୟଙ୍କର, ଏହାକୁ ରୋକିବା କେତେ ସହଜ; ସ୍ଵାସ୍ଥ୍ୟସେବା ବିଶେଷଜ୍ଞ ଡା. ବିମଳ ମହାପାତ୍ରଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର

ମହାମାରୀ କରୋନା ଭୁତାଣୁ ରୋଗ-୨୦୧୯ ବା କୋଭିଡ୍‌୧୯ ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ଚୀନ୍‌ରୁ ସୃଷ୍ଟି ହୋଇଥିବା ଏହି ଭୁତାଣୁ ଜନିତରୋଗର ପ୍ରଭାବରୁ  ଶକ୍ତିଶାଳୀ, ବିତ୍ତଶାଳୀ ତଥା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ବାଦ୍‌ ପଡ଼ି ନାହାନ୍ତି ବରଂ ସେମାନେ ଏବେ ଅସହାୟ। … Read More