ଆଦିବାସୀ ଜିଲାରେ କମୁନି ଶିଶୁ ମୃତ୍ୟୁ

ବିଦେଶରେ ଓଡ଼ିଶାର ପରିଚୟ କ’ଣ? ନିକଟରେ ଫୋନି ବାତ୍ୟା ଉପରେ ଆମେରିକାର ନ୍ୟୁୟର୍କ ଟାଇମ୍ସରେ ଲିଖିତ ଏକ ରିପୋର୍ଟରେ ଓଡ଼ିଶାକୁ ଭାରତର ଦରିଦ୍ର ରାଜ୍ୟ ବୋଲି ଦର୍ଶାଯାଇଥିଲା। ଶିଶୁ ବିକାଶ ସଂକ୍ରାନ୍ତ ଅନେକ ରିପୋର୍ଟରେ ନଗଡ଼ାକୁ ଓଡ଼ିଶା (ଭାରତ)ର ପରିଚୟ ବୋଲି … Read More