ରାଜନୈତିକ ହିଂସାରେ ଓଡ଼ିଶାର ୬୪୩ଜଣଙ୍କର ମୃତ୍ୟୁ

ୟୁପି-ବିହାର-ପଶ୍ଚିମବଙ୍ଗଠାରୁ ରାଜନୈତିକ ହତ୍ୟାରେ ଓଡ଼ିଶା ଆଗୁଆ ରାଜ୍ୟରେ ଆଞ୍ଚଳିକ ଦଳର ପ୍ରଭାବ ବଢ଼ିବା ସହିତ ରାଜନୈତିକ ହତ୍ୟାକାଣ୍ଡ ତାଳ ଦେଇ ବଢ଼ିଚାଲିଛି। ରାଜନୈତିକ ହିଂସା ଯୋଗୁଁ ୧୯୮୯ରୁ ୨୦୧୫ ମଧ୍ୟରେ ଓଡ଼ିଶାରେ ୨୬୪ଟି ରାଜନୈତିକ ହିଂସାକାଣ୍ଡ ଘଟି ୬୪୩ଜଣ ଲୋକଙ୍କର ମୃତ୍ୟୁ … Read More