ଭାରତ-ଚୀନ ସେନା ମୁହାଁମୁହିଁ: ଅନେକ ସୈନିକ ଆହତ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):   କରୋନା ମହାମାରୀ ସଂକ୍ରମଣକୁ ପ୍ରତିରୋଧ କରିବା ଲାଗି ଭାରତ ଏହାର ଆଭ୍ୟନ୍ତରୀଣ ବ୍ୟାପାରରେ ବ୍ୟସ୍ତ ରହିଥିବାବେଳେ ସୀମାନ୍ତରେ ଚୀନ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି । ଉତ୍ତର ସିକିମର ନକୁଲା ସେକ୍ଟର ନିକଟରେ ଭାରତ ଓ ଚୀନ … Read More