କରୋନାକୁ ଡରନ୍ତୁ ନାହିଁ କି ଲୁଚାନ୍ତୁ ନାହିଁ, ଠିକଣା ସମୟରେ ଚିକିତ୍ସା କଲେ ସୁଫଳ ମିଳେ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌): କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭୁତାଣୁ ସଂକ୍ରମିତ କୋଭିଡ୍‌୧୯ ରୋଗୀଙ୍କ ଠିକଣା ସମୟ ଚିକିତ୍ସା ଉପରେ ଗୁରୁତ୍ଵ ଦେଇଛନ୍ତି। ଯେ କୌଣସି ବ୍ୟକ୍ତି ଯଦି କରୋନା ଆକ୍ରାନ୍ତ ହୋଇଥିବା ବା ସଂକ୍ରମିତ ବ୍ୟକ୍ତି ସଂସ୍ପର୍ଶରେ ଆସିଥିବା ଆଶଙ୍କା … Read More

ଭାରତରେ ପ୍ରତି ୧୨ ଦିନରେ ଦ୍ଵିଗୁଣିତ ହେଉଛି କରୋନା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ପ୍ରତି ୧୨ ଦିନରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ଵିଗୁଣିତ ହେଉଛି। ଗଲା ୧୪ ଦିନତଳେ ପ୍ରତି ୧୦.୫ ଦିନରେ ରୋଗୀଙ୍କ ସଂଖ୍ୟା ଦୁଇଗୁଣିତ ହେଉଥିଲା। ଏହା ସ୍ଥିତିକୁ ଉଜ୍ଜଳ ଆଡ଼କୁ ମୁହାଁଉଛି ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ଡ. … Read More

#coronaUpdates: ଦେଶରେ ୧୮ହଜାର ୬୦୧ କରୋନା ରୋଗୀ, ୧୪ହଜାର ୭୫୯ ସକ୍ରିୟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ଚିନ୍ତା ବଢ଼ାଇଚାଲିଛି କରୋନା। ରାଷ୍ଟ୍ରପତି ଭବନରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଆଶଙ୍କା ଆହୁରି ବଢ଼ିଛି। ଏବେ ଦେଶରେ ସମୁଦାୟ ଚିହ୍ନିତ ପଜିଟିଭ୍‌ଙ୍କ ସଂଖ୍ୟା ୧୮ହଜାର ୬୦୧ ବୋଲି ଜଣାପଡ଼ିଛି। ଏଥିରୁ ୩୨୫୨ଜଣ ସୁସ୍ଥ ହୋିଥିବା … Read More

#IndiaFightsCorona: ଭାରତରେ ଦିନକୁ ୫୮୪ ଜଣ ସଂକ୍ରମିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ): ଭାରତରେ ଦିନକୁ ହାରାହାରି୧୫୭୪୭ କରୋନା ନମୁନା ପରୀକ୍ଷଣ କରାଯାଉଛି। ସେଥିରୁ ୫୮୪ଟି ନମୁନା କରୋନା ପଜିଟିଭ୍‌ ମିଳୁଛି ବୋଲି କହିଛନ୍ତି ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍‌ଆର। ଭାରତରେ କରୋନା ସ୍ଥିତି ସମ୍ବନ୍ଧୀୟ ସରକାରଙ୍କ ପକ୍ଷରୁ ଦୈନ୍ଦିନ … Read More

#IndiaFightsCorona: ନବୀନଙ୍କ ପରେ କେଜ୍ରିୱାଲ୍‌ ଘୋଷଣା କଲେ ୫ଟି, କିନ୍ତୁ କରୋନା ମୁକାବିଲା ପାଇଁ

ଭୁବନେଶ୍ଵର, (ଓଟି): କରୋନା ରୋଗର ମୁକାବିଲା ପାଇଁ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ୍‌ ଆଜି ୫-ଟି ମନ୍ତ୍ର ଉଚ୍ଚାରଣ କରିଛନ୍ତି। ଲୋକଙ୍କୁ ଆବଶ୍ୟକ ସମୟରେ ଜରୁରୀ ସୁବିଧା ଉପଲବ୍ଧ କରାଇ କରୋନା ସହ ଲଢ଼ିବା ଲାଗି ଏହି ମନ୍ତ୍ର ସହାୟକ ହେବ ବୋଲି … Read More