ରପ୍ତାନକାରୀଙ୍କୁ ଖୁସି ଖବର: ଭୁବନେଶ୍ଵରରେ ଆରମ୍ଭ ହେବ ବିଦେଶ ଡାକସେବା

ଭୁବନେଶ୍ଵର, (ଓଟି): ଭାରତ ଡାକ ସେବା ପକ୍ଷରୁ ଭୁବନେଶ୍ଵରଠାରେ ସ୍ଵତନ୍ତ୍ର ବିଦେଶ ଡାକସେବା କେନ୍ଦ୍ର ଖୋଲିବାକୁ ଯାଉଛି। ଶନିବାରଦିନ ଏହି ଡାକଘରକୁ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଯିବ। ବିଶେଷକରି ଯେଉଁମାନେ ରପ୍ତାନକାରୀ ସେମାନଙ୍କ ପାଇଁ ଏହି ଡାକଘର ଅତ୍ୟନ୍ତ ସହଯୋଗୀ ହୋଇପାରିବ। … Read More