କରୋନା ପ୍ରହାର: ପ୍ରତିରକ୍ଷା କିଣାକିଣି ଉପରେ ରୋକ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେନ୍ଦ୍ର ସରକାର କରୋନା ଖର୍ଚକୁ ଆଖିରେ ରଖି ଦେଶର ପ୍ରତିରକ୍ଷା ସମ୍ବନ୍ଧୀୟ ଅସ୍ତ୍ରଶସ୍ତ୍ର କିଣାକିଣି ଉପରେ ରୋକ୍‌ ଲଗାଇଛନ୍ତି। ଏହାଦ୍ଵାରା ପ୍ରତିରାକ୍ଷାର ପ୍ରତିଟି ବିଭାଗର ନୂଆ ଯୋଜନା ଠପ୍‌ ହେବା ଆଶଙ୍କା ରହିଛି। ବିଶେଷକରି ବିଭିନ୍ନ ଦେଶରୁ … Read More