#corona Updates: ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ ସବୁଠୁ ଅଧିକ ପ୍ରଭାବିତ, ସମୁଦାୟ ସଂଖ୍ୟା ୪୯ ୩୫୧

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ସମୁଦାୟ କରୋନା ଆକ୍ରାନ୍ତ ସଂଖ୍ୟା ୪୯ ହଜାର ପାର କରିଛି। ଗତ ୨୪ ଘଣ୍ଟା ଭିତରେ ୨୯୫୮ଜଣଙ୍କ ଦେହରେ କରୋନା ଭୁତାଣୁ ଠାବ କରାଯାଇଛି।  ସେହିପରି ସମୁଦାୟ ମୃତ୍ୟୁ ସଂଖ୍ୟା ୨୬ ବଢ଼ି ୧୬୯୪ରେ ପହଞ୍ଚିଛି। … Read More

#IndiaCoronaUpdates: ୨୪ ଘଣ୍ଟାରେ ଭାରତରେ ୧୨୦୬ କରୋନା ପଜିଟିଭ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଗତ ୨୪ ଘଣ୍ଟା ଭିତରେ ଭାରତରେ ୧୨୦୬ ନିଶ୍ଚିତ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଭାରତୀ୍ର ଭେଷଜ ଗବେଷଣା ପରିଷଦ ( ଆଇସିଏମ୍‌ଆର) ପକ୍ଷରୁ ଏହା କୁହାଯାଇଛି। ଆଇସିଏମ୍‌ଆରଙ୍କ ତଥ୍ୟ ସବୁଠାରୁ ଭରସା ଯୋଗ୍ୟ। ଏହି ସଂସ୍ଥା … Read More