#IIMCରେ ଅନଲାଇନ ପାଠପଢ଼ା ପାଇଁ ଏସ୍‍ଓପି ଉନ୍ମୋଚିତ

ଢେଙ୍କାନାଳ, (ଓଡ଼ିଶା ଟାଇମ୍‌) : କରୋନା ପ୍ରଭାବରେ ସାରା ଦେଶରେ ଲକ୍‍ଡାଉନ ଲାଗୁ ହୋଇଛି । ସ୍କୁଲ, କଲେଜ ଆଦି ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଏହି ପ୍ରତିକୂଳ ପରିସ୍ଥିତିରେ ଜ୍ଞାନର ଆଦାନପ୍ରଦାନକୁ ଚାଲୁ ରଖିବା … Read More