#OdishaFightsCorona: ବାୟୁସେନା ବିମାନ ଓଡ଼ିଶାରେ, ପ୍ରତିଷ୍ଠା ହେବ ଅଧିକ କରୋନା ପରୀକ୍ଷଣ କେନ୍ଦ୍ର,

ଭୁବନେଶ୍ଵର, (ଓଟି): କେବଳ ଆମାଶମାର୍ଗକୁ ସୀମାନ୍ତ ସୁରକ୍ଷା ବା ଶତ୍ରୁ ଦେଶକୁ ମୁହତୋଡ଼ ଜବାବ ଦେବା ପାଇଁ ନୁହେଁ ବାୟୁସେନା କୌଣସି ବି ବିପତ୍ତି ସମୟରେ ଦେଶବାସୀଙ୍କ ସାଙ୍ଗରେ ଠିଆ ହୁଏ, ଏହା ପୁଣିଥରେ ପ୍ରମାଣିତ ହୋଇଛି।  କରୋନା ବିରୋଧରେ ଭାରତ … Read More