ନବୀକରଣ ହେଲା ଭୁବନେଶ୍ଵରର ହୋଟେଲ୍ ଜିଞ୍ଜର
ଭୁବନେଶ୍ୱର, (ଓଟି): ନୂଆ ଇଣ୍ଟରିୟର ଏବଂ ଷ୍ଟାଇଲ୍ରେ ଝଲସିଛି ଭୁବନେଶ୍ଵରର ହୋଟେଲ୍ ଜିଞ୍ଜର। ଏହା ସମସାମୟିକ ଏବଂ ଷ୍ଟାଇଲିଶ୍ ଲୁକ୍ ବୋଲି ଜତଞ୍ଜର ପକ୍ଷରୁ କୁହାଯାଇଛି। ଜିଞ୍ଜରର ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପିକା ରାଓ କହିଛନ୍ତି ଯେ, “ଭୁବନେଶ୍ୱରେ … Read More