ଦୁଃଖ ଶୁଣିଲେ ହାଇକୋର୍ଟ: ଲୋକଙ୍କ ଉପରେ ବୋଝ ନହେବାକୁ ସରକାରଙ୍କୁ ପରାମର୍ଶ
ଭୁବନେଶ୍ଵର, (ଓଡ଼ିଶାଟାଇମ୍): କରୋନା ମୁକାବିଲା ପାଇଁ ଯେଉଁ ନିୟମ ଲାଗୁ ହୋଇଛି, ତାହାଦ୍ଵାରା ଲୋକେ ଅତ୍ୟନ୍ତ କଷ୍ଟରେ ଅଛନ୍ତି। ତଥାପି ଆଇନକୁ ସମ୍ମାନ ଦେଉଛନ୍ତି। ହେଲେ ସରକାରଙ୍କ କିଛି ଏଜେନ୍ସୀ ଲୋକଙ୍କ ଉପରେ ଦିନକୁ ଦିନ ବୋଝ ଲଦି ଚାଲିଛନ୍ତି। ଯାହାଫଳରେ … Read More