ସାବଧାନ ୪୭ ଟପିପାରେ ଆଜିର ତାତି, ସଞ୍ଜବେଳେ କାଳ ବୈଶାଖୀ

ଭୁବନେଶ୍ଵର, (ଓଟି) : ବଢ଼ି ଚାଲିଛି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ। ପାଣିପାଗ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଆଜି ତାପମାତ୍ରା ୪୭ ଡିଗ୍ରୀ ପାର କରିବା ଆଶଙ୍କା ବ୍ୟକ୍ତ କରାଯାଇଛି। ଆଜି ଓ ଆସନ୍ତା କାଲି ଦୁଇଦିନ ଧରି ପରିସ୍ଥିତି ଅସହ୍ୟ … Read More