ପିଲାଙ୍କ ହୃଦ୍ରୋଗ ଚିହ୍ନଟ ପାଇଁ ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ, ରବିବାର ଶେଷ ହେବ
ଭୁବନେଶ୍ୱର, (ଓଟି): ପିଲାଙ୍କଠାରେ ହୃଦ୍ରୋଗ ଚିହ୍ନଟ ତଥା ସେମାନଙ୍କୁ ମାଗଣାରେ ଚିକିତ୍ସା ସହାୟତା ଦେବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏକ ଦୁଇଦିନିଆ ସ୍ୱତନ୍ତ୍ର ଶିବିର । ରାଜଧାନୀର ଖାରବେଳ ନଗରସ୍ଥିତ ସତ୍ୟସାଇ କମ୍ୟୁନିଟି ସେଣ୍ଟରଠାରେ ଥାୟୋଜିତ ଏହି … Read More