ହସିନା ଗାଁରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଗାଁ ଲୋକଙ୍କ ବିରୋଧ
ଭୁବନେଶ୍ୱର,(ଓଟି): ଡଙ୍ଗାବୁଡି ଘଟଣାରେ ଅନୁକମ୍ପା ରାଶି ଦେବାକୁ ହସିନା ଗାଁକୁ ଯାଇଥିବା ସମୟରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସହାୟତା ରାଶି ଦେବାକୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ କୁଳମଣି … Read More