ନିର୍ବାଚନ ଲଢ଼ିବାକୁ ହାର୍ଦ୍ଦିକଙ୍କୁ କୋର୍ଟଙ୍କ ବାରଣ

ପଟିଦାର ଆନ୍ଦୋଳନରୁ ଲୋକଲୋଚନକୁ ଆସିଥିବା ହାର୍ଦ୍ଦିକଙ୍କୁ ଗୁଜରାଟ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବା ସହିତ ବିଜେପିକୁ ପରାଜିତ କରିବାକୁ ସେ ଯେଉଁ ମନ ବଳାଇଥିଲେ ତାହା ଫସର ଫରଟି ଯାଇଛି। ୨୦୧୫ ମସିହାରେ ରାଜ୍ୟରେ ହୋଇଥିବା … Read More