ଚୀନ୍‌ରେ ଆଉ ଏକ ନୂଆ ଭାଇରସ୍‌: ହନ୍ତା ଭାଇରସରେ ୧ ମୃତ, ମୂଷାଠୁ ବ୍ୟାପୁଛି

ଭୁବନେଶ୍ଵର, (ଓଟି): ଚୀନ୍‌ ପୁଣିଏକ ନୂଆ ଭୁତାଣୁ ଆତଙ୍କ ସୃଷ୍ଟି ହୋଇଛି। ଏହି ନୂୖା ଭୁତାଣୁର ନାଁ ରହିଛି ହନ୍ତା ଭାଇରସ୍‌। ଏଥିରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ଚୀନର ୟୁନାନ୍‌ ରାଜ୍ୟର ବୋଲି ଚୀନରୁ ପ୍ରକାଶ ପାଉଥିବା … Read More