ଗୀତା ମାହାତ୍ମ୍ୟ- ୧୨: ଈଶ୍ୱରଙ୍କ ସମ୍ବନ୍ଧରେ ଜ୍ଞାନ ଆହରଣ ଏବଂ ସମର୍ପଣ ହିଁ ଶ୍ରେଷ୍ଠ ଯଜ୍ଞ
ଯେଉଁ ବ୍ୟକ୍ତି କର୍ମ ଓ ଅକର୍ମ ପାର୍ଥକ୍ୟ ଦେଖନ୍ତି ନାହିଁ ବା କୌଣସି କର୍ମକୁ ଛୋଟ କର୍ମ ବା ବଡ଼ କର୍ମ ଭାବେ ବିଚାର ବିଚାର କରନ୍ତି ନାହିଁ ସେମାନେ କର୍ମ ବନ୍ଧନରୁ ମୁକ୍ତି ପାଆନ୍ତି । ସେମାନେ ନିରାସକ୍ତ ଭାବେ … Read More











